ଡାଉନଲୋଡ଼ କରନ୍ତୁ Tez ଆପ ପାଆନ୍ତୁ ୫୧ ଟଙ୍କା ତା ସହ ଭାଉଜ ମଧ୍ୟ୍ୟ ପାଇ ପାରିବ ୫୧ ଟଙ୍କା

ଡାଉନଲୋଡ କରନ୍ତୁ Tez ଆପ୍ଲିକେସନ ଆଉ ପାଆନ୍ତୁ 51 ଟଙ୍କା ମାଗଣାରେ
Tez ଆପ୍ଲିକେସନ ଗୁଗୁଲ ଦ୍ୱାରା ନିର୍ମିତ ଏକ ଦେୟ ଆପ୍ଲିକେସନ ଯାହା ୟୁପିଆଇ (UPI) ବ୍ୟବହାର କରି ଟଙ୍କା ପରିବହନ କରିଥାଏ ଡିଜିଟାଲ ମଧ୍ୟ୍ୟମରେ । ଆପଣ ଏହାକୁ ବ୍ୟବହାର କରି ନିଜର ଅବଶ୍ୟକସ୍ଥଳେ ଭାରତ ଭିତରେ ଅନ୍ୟକୁ ଟଙ୍କା ସୁବିଧାରେ ପଠାଇ ପାରିବେ ନିଜ ମୋବାଇଲ ଯୋଗେ, ଏହା ସହ ଯେକୌଣସି ବିଲ ମଧ୍ୟ୍ୟ ପଇଠ କରି ପାରିବେ ।
Tez ନିଜର ପ୍ରଚାର ନିମନ୍ତେ ସମସ୍ତ ନୂଆ ବ୍ୟବହାର କାରୀଙ୍କୁ 51 ଟଙ୍କା ମାଗଣାରେ ଦେଇଥାଏ । ଏଥିପାଇଁ ଆପଣଙ୍କୁ Tez ଆପ୍ଲିକେସନ ଡାଉନଲୋଡ କରିବାକୁ ହେବ ତ ସହ ପ୍ରଥମ ଥର ମାତ୍ର 100 ଟଙ୍କା ଅନ୍ୟ ଯେ କେହି Tez ବ୍ୟବହାରକାରୀଙ୍କୁ ପଠେଇବାକୁ ହେବ ।
ଏହାର ରେଫର ପ୍ରୋଗ୍ରାମ ରେ ଆପଣ ନିଜ ସାଙ୍ଗକୁ Tez ରେ ଯୋଡି ଆହୁରି ଅଧିକ ଟଙ୍କା ପାଇ ପାରିବେ । ପ୍ରତି ଯୋଗଦାନରେ ଆପଣଙ୍କୁ 51 ଟଙ୍କା ମିଳିବ ଏବଂ ଆପଣଙ୍କ ସାଙ୍ଗ ଙ୍କୁ ମଧ୍ୟ୍ୟ 51 ଟଙ୍କା ମିଳିବ ।
ଗୁଗୁଲ Tez କିପରି ଇନଷ୍ଟଲ କରିବେ ?
ଏହି ଲିଙ୍କ ବ୍ୟବହାର କରି ପ୍ଲେ ଷ୍ଟୋରରୁ Tez ଆପ କୁ ଇନଷ୍ଟଲ କରନ୍ତୁ |
 
ଗୁଗୁଲ Tez କୁ କିପରି ସେଟଅପ କରିବେ ?
Tez ଅପ ଇନଷ୍ଟଲ କରିବା ପରେ,କିଛି ସେଟଟିଙ୍ଗସ କରିବାକୁ ପଡିଥାଏ | ଏଥିରେ ଆପଣଙ୍କୁ ନିଜର ମୋବାଇଲ ନମ୍ବର ଦେବାକୁ ପଡିବ ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ଥିବା ଆବଶ୍ୟକ |
* ନିଜର ମୋବାଇଲର Tez ଆପକୁ ଓପେନ କରନ୍ତୁ |
* ଗୋଟିଏ ଭାଷା କୁ ସିଲେକଟ କରନ୍ତୁ |
* ନିଜର ଫୋନ ନମ୍ବର ଦିଅନ୍ତୁ |
* Tez ଆପ ପାଇଁ ମେସେଜ ପଠେଇବାର ପରିମିସନ ସହ ଲୋକେସନ ତଥ୍ୟ ପାଇବାର ପରିମିସନ ରହିଥିବା ଆବଶ୍ୟକ |
* ନିଜର ଗୁଗଲ ଆକାଉଣ୍ଟ କୁ Tez ଆପ ସହ ଯୋଡନ୍ତୁ |
* ବର୍ତମାନ ନିଜର ମୋବାଇଲ ନମ୍ବରରେ ଆପଣ OTP ପାଇପାରିବେ |
* ପାଇଥିବା OTP କୁ Tez ଆସେସ କରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭେରିଫାଇ କରିଦେବ |
* ବର୍ତମାନ ଆପଣଙ୍କୁ ନିଜର ପିନ ତିଆରି କରିବାକୁ ପଡିବ ଯାହା ଏକ ଗୋପନୀୟ ତଥ୍ୟ, କେବଳ ଆପଣ ହିଁ ତାକୁ ମାନେ ରଖିବା ହେବେ | ନିଜର ଫୋନ ସ୍କ୍ରିନ ଲକ ମଧ୍ୟ ଦେବାକୁ ପଡିବ |
* ବର୍ତମାନ ଆପଣଙ୍କ Tez ଆପ ସେଟ ହୋଇଗଲା |

Author: admin